This browser does not support the video element.
ଖୋର୍ଦ୍ଧା: ଛଣଗିରୀ ସୁନା ଦୋକାନରୁ ଡକାୟତି ବନ୍ଧୁକ ଓ ବୋମା ଫୁଟାଇ କଳାକନା ବୁଲାଇଲେ ଡକାୟତ
Khordha, Khordha | Aug 24, 2025
ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ସ୍ଥିତ ସାଇ ସୋନୁ ଅଳଙ୍କାର ଦୋକାନରୁ ଆଜି ମଧ୍ୟାହ୍ନ ରେ ଲୁଟେରା ମାନେ ଆସି ଦୋକାନ ରୁ ସର୍ବସ୍ବ ଲୁଟି ଥିବା ଜଣାପଡିଛି।୪ ଟି ପଲସର ବାଇକ ରେ ୮ ଜଣ ଦୁର୍ବୃତ ପିସ୍ତଲ ଓ ବୋମା ଫୁଟାଇ ଭୟଭୀତ ଦୋକାନରେ ଥିବା କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ପରେ ଦୋକାନରେ ଥିବା ସମସ୍ତ ସୁନା ଅଳଙ୍କାର ଲୁଟ ନେଇଥିବା ସୂଚନା ମିଳିଛି ।