This browser does not support the video element.
ବୌଦ୍ଧ ସଦର: ତାଳପଦର୍ ଗ୍ରାମରେ ୧୨୫ ତମ ମନକି ଵାତ୍ କାର୍ଯ୍ୟକ୍ରମ ଯୋଗ ଦେଲେ ଶତାଧିକ ଲୋକ
Baudh Sadar, Boudh (Bauda) | Aug 31, 2025
ବୌଦ୍ଧ ବ୍ଲକ ସମେତ ବାଉଁସୁନି ମଣ୍ଡଲ ତାଳପଦର୍ ଗ୍ରାମରେ ରବିବାର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ୧୨୫ ତମ ମନ୍ କି ବାତ କାର୍ଯ୍ୟକ୍ରମ ଆଭାଷି ମାଧ୍ୟମରେ ଜିଲ୍ଲା ବିଜେପି ସଧାରଣ ସମ୍ପାଦକ ତଥା ମନ୍ କି ବାତ୍ ଜିଲ୍ଲା ସଂଯୋଜକ ସୁଶାନ୍ତ ବାଘ ଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇଯାଇଛି l ଏଥିରେ ଶତାଧିକ ଲୋକ ଉପସ୍ଥିତ ରହି ଶ୍ରୀଯୁକ୍ତ ମୋଦୀଙ୍କ ମନ୍ କି ବାତ୍ ର ସିଧା ପ୍ରସାରଣ ଶୁଣିଥିଲେ l