Download Now Banner

This browser does not support the video element.

ଧର୍ମଶାଳା: ମୁକୁନ୍ଦପୁର ଗ୍ରାମ ରାସ୍ତାରେ ଶୋଇଥିବା ଏକ ଗାଈ ଉପରେ ଗାଡ଼ି ଚଢ଼ାଇ ଦେଲେ ମଦ୍ୟପ ଡ୍ରାଇଭର

Dharmasala, Jajpur | Sep 13, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମ ରାସ୍ତାରେ ଶୋଇଥିବା ଏକ ଗାଈ ଉପରେ ଗାଡ଼ି ଚଢ଼ାଇ ଦେଲେ ମଦ୍ୟପ ଡ୍ରାଇଭର । ଏହି ଦୃଶ୍ୟ ଶନିବାର ଭୋର 4 ଘଟିକା ସମୟରେ ଦେଖିବାକୁ ମିଳିଛି ଜେନାପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମପଞ୍ଚାୟତ ମୁକୁନ୍ଦପୁର ଗ୍ରାମରେ । ଏପରି ଘଟଣାକୁ ବୁଦ୍ଧିଜୀବୀ ଘୋର ନିନ୍ଦା କରିବା ସହିତ ଡ଼୍ରାଇଭର ଉପରେ କଠୋର ଦଣ୍ଡ ହେବା ଆବଶ୍ୟକ ବୋଲି ଦାବୀ କରିଛନ୍ତି ।
Read More News
T & CPrivacy PolicyContact Us