This browser does not support the video element.
ବୀରମହାରାଜପୁର: ଉଲୁଣ୍ଡା ବ୍ଲକ ସଭା ଗୃହରେ ପଂଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ , ଯୋଗଦେଲେ ବିଧାୟକ
Biramaharajpur, Subarnapur (Sonepur) | Sep 12, 2025
ଉଲୁଣ୍ଡା ବ୍ଲକ ସଭା ଗୃହରେ ପଂଚାୟତ ସମିତି ବୈଠକ ଆଜି ଅପରାହ୍ନ 4ଟା 30ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟଖ୍ୟା ଶାନ୍ତିଲତା ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଧାୟକ ରଘୁନାଥ ଜଗଦଳା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସାଂସଦ ନୋମିନି ରାଧାକାନ୍ତ ମହାକୁର, ବିଡ଼ିଓ ଚିନ୍ମୟ ମହାନନ୍ଦ, ତହସିଲଦାର ମମତା ମେହେର ଯୋଗଦେଇ ମଞ୍ଚାସିନ ହୋଇଥିଲେ l ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ, ମତ୍ସ୍ୟ, କୃଷି, ଉଦ୍ୟାନ,ସାମାଜିକ ସୁରକ୍ଷା ଆଦି ବିଭିନ୍ନ ଜିଜନା ବିଷୟରେ ଆଲୋଚନା ହୋଇଥିବା ବେଳେ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇ