Install App
npsahu2024
This browser does not support the video element.
ଗୋପାଳପୁର: ଗୋଳନ୍ଥରା ଠାରେ ମଧୁ ବୈଶ୍ୟ ଗୁଡ଼ିଆ ସମାଜର ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ; ଯୋଗଦେଲେ ମନ୍ତ୍ରୀ, ପ୍ରତିକ୍ରିୟା ରଖିଲେ ସଭାପତି
Gopalpur, Ganjam | Oct 6, 2024
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ଇସାନେଶ୍ୱର ମନ୍ଦିରରେ ପଞ୍ଚମା ମଧୁବୈଶ୍ୟ ଗୁଡ଼ିଆ ସମାଜର ବନ୍ଧୁ ମିଳନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ତଥା ଖଣି ଇସ୍ପାତ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଯୋଗଦେଇଥିଲେ l ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସମାଜର ସଭାପତି ବାଉରୀ ବନ୍ଧୁ ସାହୁ l
Share
Read More News
T & C
Privacy Policy
Contact Us
Your browser does not support JavaScript!