Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: କଚେରୀ ପରିସରରେ ମହିଳାଙ୍କ ପାଇଁ ଶୌଚାଳୟ ସୁବିଧା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାଗ୍ରତ ନାରୀ ସଂଗଠନ

Baleshwar M, Balasore | Sep 1, 2025
ବାଲେଶ୍ବର କଚେରୀ ପରିସରରେ ମହିଳାଙ୍କ ପାଇଁ ଶୌଚାଳୟ ସୁବିଧା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ସୋମବାର ଦିନ ୧:୩୦ ରେ ଜାଗ୍ରତ ନାରୀ ସଂଗଠନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ସଂଗଠନ ର ବହୁ ସଦସ୍ୟା ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us