Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଉଦଳା ଥାନା ଅଞ୍ଚଳର ନାବାଳିକା ଗଣଦୁଷ୍କର୍ମକାରୀ ୨ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପୋକ୍ସ କୋର୍ଟ

Baripada M, Mayurbhanj | Aug 25, 2025
ବାରିପଦା ସ୍ଥିତ ସ୍ୱତନ୍ତ୍ର ପୋକ୍ସ କୋର୍ଟର ଜଜ ପ୍ରତିମା ପାତ୍ର ସୋମବାର ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ବିଚାର କରି ୨ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୬୦ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ ବର୍ଷ ୬ମାସର କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଆସାମୀ ଦ୍ୱୟ ହେଲେ ଉଦଳା ଥାନା ଅନ୍ତର୍ଗତ ଚାଦଡ଼ା ଗ୍ରାମର ସମୟ ମୁର୍ମୁ ଓ ମଟୁ ମୁର୍ମୁ।
Read More News
T & CPrivacy PolicyContact Us