This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ବ୍ଲକ ରିଷୋର୍ସ ସେଣ୍ଟର ରେ ଜିଲ୍ଲା ସମଗ୍ର ଶିକ୍ଷା ଆନୂକୂଲ୍ଯରେ ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ଉପକରଣ ବଣ୍ଟନ
Bhadrak Rural, Bhadrak | Aug 30, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ ଏସି କଖାରୁଡିହ ସାଧନ କେନ୍ଦ୍ର ଠାରେ ଦିବ୍ଯାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ରାଜ୍ୟ ସରକାର ଙ୍କ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରାଇ ସାଇକେଲ,ହୁଇଲଚେୟାର,ଶ୍ରବଣ ଯନ୍ତ୍ର ସହିତ ଅନେକ ଯନ୍ତ୍ର ପାତିପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ୮୦ ଜଣରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଏଥିସହିତ ୨୩୮ ଜଣ ନୂତନ ସି.ଡବ୍ଲ.ଏସ.ଏନ ଛାତ୍ର ଛାତ୍ରୀ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ଆଜି ଦିନ ୧.୩୦ ମିନିଟ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଚାଲିଥିବା ସୂଚନା ମିଳିଛି।