Install App
jagatsinghpur224
This browser does not support the video element.
ଜଗତସିଂହପୁର: ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ଜିଲ୍ଲା ଶାଖା ପକ୍ଷରୁ ସହରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
Jagatsinghapur, Jagatsinghpur | Aug 12, 2025
ଓଡିଶା କନିଷ୍ଠ ଶିକ୍ଷକ ସଂଘ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ଶାନ୍ତିପୂର୍ଣ ଶୋଭାଯାତ୍ରା ସହ ସ୍ଥାୟୀ ନିଯୁକ୍ତି ଦାବିକରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଏକ ଶାନ୍ତିପୂର୍ଣ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟକୁ ଯାଇଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!