Download Now Banner

This browser does not support the video element.

ବଲାଙ୍ଗୀର: ତଣ୍ଡାମୁଣ୍ଡା ନିକଟରେ ନାଳତଳକୁ ଖସିଲା ବାଇକ ଘଟଣାରେ ଜଣେ ମୃତ ଜଣେ ଗୁରୁତରମେଡ଼ିକାଲ୍ ରେ ଭର୍ତ୍ତି

Balangir, Balangir | Aug 7, 2025
ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ ବୁର୍କାବାହାଲ ଗାଁର ତିନିଜଣ ଯୁବକ କୌଣସି କାମ ରେ ତଣ୍ଡାମୁଣ୍ଡା ଗାଁ କୁ ଯିବା ବେଳେ ପୋଲ ଉପରେ ଭାରସାମ୍ୟ ହରାଇ ଥିଲେ। ଫଳରେ ପୋଳ ତଳକୁ ଖସିଥିଲା ବାଇକ ଘଟଣା ସ୍ଥଳରେ ତିନିଜଣ ଯୁବକ ଯାହାଙ୍କ ଘର ବୁର୍କା ବାହାଲ ଗାଁ ର କୁମରମଣି ମିର୍ଧା, ରାକେଶ ଭୁଏ ଓ ଅଶୋକ ଠେଲା । ଦୁର୍ଘଟଣା ରେ କୁମରମଣି ମିର୍ଧ୍ଯା ଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣଙ୍କୁ ବଲାଙ୍ଗୀର ଭିମଭୋଇ ମେଡିକାଲ କୁ ନିଆଯାଇ ଥିଲା। ଅନ୍ୟ ଜଣେ ରାକେଶ ଭୁଏ ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯଇଛି।
Read More News
T & CPrivacy PolicyContact Us