Download Now Banner

This browser does not support the video element.

ଫୁଲବାଣୀ ସହର: ଜିଲ୍ଲାର ବିଭିନ୍ନ ସ୍ଥାନରେ ରାତିରେ ବୁଲୁଛି ହାତୀ, ଭିଡିଓ ଭାଇରାଲ

Phulabani Town, Kandhamal | Aug 23, 2025
କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାତିରେ ବୁଲୁଅଛି, ଭିଡିଓ ହେଲା ଭାଇରାଲ.ଦନ୍ତା ହାତୀ,ଜି ଉଦୟଗିରି, ରଟିଙ୍ଗିଆ, ଶ୍ରୀରାମ ପଦା ଆଦି ସ୍ଥାନରେ ହାତୀ ଉପଦ୍ରଵ ବଡ଼ିବାରେ ଲାଗିଅଛି. ଘର, ଗେଟ, ଗଛ ଭାଙ୍ଗିବାର ଦେଖିବାକୁ ମିଳିଅଛି.
Read More News
T & CPrivacy PolicyContact Us