This browser does not support the video element.
ସୋନପୁର: ଏସ.ରାମପୁର କାର୍ଯ୍ୟାଳୟ ଠାରେ ବିଧାୟକ ନିରଂଜନ ପୁଜାରୀଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାର ସାମୁହିକ ବିକାଶ ସକାଶେ ଏକ ପ୍ରତିନିଧି ଦଳ ସାକ୍ଷାତ
Sonapur, Subarnapur (Sonepur) | Aug 31, 2025
ସୁବର୍ଣ୍ଣପୁର ଜିଲ୍ଲା ବିକାଶ ପାଇଁ ସୋନପୁର ବିଧାୟକଙ୍କ ସହ ଆଲୋଚନା ଆଜି ସକାଳେ ଏସ.ରାମପୁର କାର୍ଯ୍ୟାଳୟରେ ସୋନପୁର ବିଧାୟକ ନିରଂଜନ ପୁଜାରୀଙ୍କ ସହ ସୁବର୍ଣ୍ଣପୁର ଜି୍ଲାର ସାମୁହିକ ବିକାଶ ସକାଶେ ଏକ ପ୍ରତିନିଧି ଦଳ ସାକ୍ଷାତ ଆଲୋଚନା କରିଛନ୍ତି I ଜିଲ୍ଲା ସଦର ଡାକ୍ତରଖାନାକୁ ମେଡିକାଲ କଲେଜର ପାହ୍ୟା ଦେବା, ଖଇରମାଲ ବେରେଜ ଓ ମହାନଦୀ ରିଙ୍ଗ ରୋଡ ଶୀଘ୍ର ନିର୍ମାଣ କରିବା ତଥା ସୋନପୁର କଲେଜକୁ ସରକାରୀ କରିବା ନିମନ୍ତେ ଏହି ପ୍ରତିନିଧି ଦଳ ଶ୍ରୀଯୁକ୍ତ ପୂଜାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି I ଏଥି ସକାଶେ ଓଡିଶା ସରକାରଙ୍କ ଉପରେ ଆବଶ୍ୟକ ଚାପ ପକାଇବା ପାଇଁ ପ୍ରତିନିଧିଦଳର