Download Now Banner

This browser does not support the video element.

ରାୟଗଡା: ଶିକରପାଇ ଗ୍ରାମରେ ଗଜ ଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

Rayagada, Rayagada | Sep 10, 2025
ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ଶିକର ପାଇ ଗ୍ରାମରେ ଗଜ ଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି। ଗ୍ରାମରେ ଦୀର୍ଘ ୨୩ ବର୍ଷ ଧରି ମା ଗଜଲକ୍ଷ୍ମୀ ଙ୍କ ପୁଜା ଖୁବ୍ ଧୁମଧାମରେ ପାଳନ କରୁଥିବା କହିଥିଲେ କମିଟି ସଦସ୍ୟ। ପୂଜକ ସଂତୋଷ ଦାସ ମଧ୍ୟ ମାଙ୍କ ପୂଜା କରିବା ଦ୍ୱାରା ଅଞ୍ଚଳ ରେ କୃଷି ବାଣିଜ୍ୟ ବୃଦ୍ଧି ସହ ଶାନ୍ତି ର ସହ ଅଞ୍ଚଳବାସି ରହିଥିବା ପ୍ରକାଶ କରିଥିଲେ। ଆଜି ମା ଗଜଲକ୍ଷ୍ମୀ ଙ୍କ ପୁଜା ନିମନ୍ତେ ଆଜି ଗ୍ରାମ ଦେବୀ ଙ୍କ ମନ୍ଦିରରୁ ଆଜ୍ଞା ମାଳ ଅଣାଯାଇ ରୀତି ନୀତି ଅନୁଯାୟୀ ପୂଜା କରିବା ସହ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା।
Read More News
T & CPrivacy PolicyContact Us