Download Now Banner

This browser does not support the video element.

ସଦର: କେସିଙ୍ଗା ରେ ବିଜେପି ପକ୍ଷରୁ ୨ କଂଗ୍ରେସ ନେତାଙ୍କ କୁଶ ପୁତ୍ତଳିକା ଦାହ

Sadar, Kalahandi | Aug 31, 2025
ବିଜେପି ପକ୍ଷରୁ କୁଶ ପୁତ୍ତଳିକା ଦାହ ଆଜି,ବିହାରର ଦରଭଙ୍ଘା ଠାରେ ନିର୍ବାଚନ ପ୍ରଚାର ସମୟରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓ ଜାତୀୟ କଂଗ୍ରେସ ଦଳର ସଭାପତି ଶ୍ରୀ ଖଡଗେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସ୍ବର୍ଗୀୟ ମାତାଙ୍କ ବିରୋଧରେ ଦେଇଥିବା ଅପମନ୍ତବ୍ୟ ବିରୁଦ୍ଧରେ ଆଜି କେସିଙ୍ଗା ନଗର ବିଜେପି ପକ୍ଷରୁ ଏହାର ପ୍ରତିବାଦରେ ଦୁଇ କଂଗ୍ରେସ ନେତାଙ୍କ କୁଶ ପୁତଳିକା ଦାହ କରିଥିଲେ। ଏହି ପ୍ରତିବାଦ ସଭାରେ କଂଗ୍ରେସ ବିରୁଦ୍ଧରେ ବିଭିନ୍ନ ନାରା ଦେଇ ଏଭଳି ହୀନ ରାଜନୀତିରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ
Read More News
T & CPrivacy PolicyContact Us