Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର,୧୯ସ୍ଥିତ୍ବ ଆପୋଲୋ ହସପିଟାଲ ରେ ଆୟୁଷ୍ମାନ କାର୍ଡରେ ଚିକିତ୍ସା ନ କରିବା ଅଭିଯୋଗରେ ତଥା ଟଙ୍କା ଜମାନଦେଲେ, ରୋଗୀକୁ ବାହାର କରିଦେବେ

Raurkela M, Sundargarh | Sep 11, 2025
ସେପ୍ଟେମ୍ବର ୧୧ ତାରିଖ ସମୟ ପ୍ରାୟ ଅପରାହ୍ନ ୧ଟା, ଗତ ରାତି ପ୍ରାୟ ୧୨ଟା ୩୦ମିନିଟ ସମୟର ଘଟଣା ଏହିକି ଯେ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ରୋଗୀକୁ ଆୟୁଷ୍ମାନ କାର୍ଡ଼ରେ ଚିକିତ୍ସା ନ କରିବା ଏବଂ ଶବ ହସ୍ତାନ୍ତର ନ କରିବା ତଥା IGH ରୁ ଆପୋଲୋ ହସ୍ପିଟାଲକୁ ଆମ୍ବୁଲାନ୍ସରେ ରୋଗୀ ସ୍ଥାନାନ୍ତରଣ କରିବା ଚାର୍ଜ ୩୫୦୦ ଟଙ୍କା ନେଉଥିବା ଅଭିଯୋଗରେ ଗଣ୍ଡଗୋଳ ସୃଷ୍ଟି ହେଲା, ବିଜେପି ନେତା ନୀରବ ଚତୁର୍ବେଦୀ ପୁଲିସ ସହିତ ପହଞ୍ଚି, ପ୍ରଶାସଙ୍କୁ ସତର୍କ କରିଦେଲେ ଯେ,ଯଦି ଆଗକୁ ସୁଧାର ନ ହୁଏ, ତେବେ ଆନ୍ଦୋଳନ ତୀବ୍ରତର ହେଵ....
Read More News
T & CPrivacy PolicyContact Us