Download Now Banner

This browser does not support the video element.

ବରଗଡ: RTO ଅଫିସ ଘେରାଉ କଲେ ବରଗଡ଼ବାସୀ,ଶୁଣନ୍ତୁ ପ୍ରତିକ୍ରିୟା

Bargarh, Bargarh (Baragarh) | Sep 6, 2025
ବରଗଡ଼ RTO ଅଫିସ ଘେରାଉ କଲେ ବରଗଡ଼ ବାସି | ଶନିବାର ଦିବା 11 ଘଣ୍ଟା ସମୟରେ ବରଗଡ଼ ବାସି RTO ଅଫିସ ଘେରାଉ କରିବା ସହ ଜନସାଧାରଣଙ୍କ ଗାଡି ସିଜ ଓ ଫାଇନକୁ ନେଇ ତେଜିଥିଲେ | ବରଗଡ଼ ସହରରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଜାଞ୍ଚ ଓ ଚୋରି ବାଇକ ଜାଞ୍ଚକୁ ନେଇ ପୋଲିସ ଓ RTO ବିଭାଗ ନିରୀହ ଜନସାଧାରଣଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି | ଗାଡି ସିଜ କରି ଥାନାରେ ରଖିବା ସହ ଜନସାଧାରଣଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି | ଏନେଇ ଜନସାଧାରଣ ମାନେ RTO ଅଫିସ ଘେରାଉ କରି ଗର୍ଜିଥିଲେ |
Read More News
T & CPrivacy PolicyContact Us