This browser does not support the video element.
ମାଲକାନଗିରି: ଜିଲ୍ଲା ସୀମାନ୍ତ ଗଙ୍ଗାଲୁର ଜଙ୍ଗଲରେ ତଲାସୀ ଅଭିଯାନ ବେଳେ ୮ଜଣ ମାଓବାଦୀ ଙ୍କୁ ଗିରଫ କଲେ ଜବାନ
Malkangiri, Malkangiri | Sep 3, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ଗଙ୍ଗାଲୁର ଜଙ୍ଗଲରେ ଡିଆରଜି ର ଜବାନ ମାନେ ମାଓ ଦମନ ନିମନ୍ତେ ତଲାସୀ ଅଭିଯାନ କରୁଥିବା ବେଳେ ଜବାନ ଙ୍କୁ ଦେଖି କିଛି ବ୍ୟକ୍ତି ଦଉଡି ପଳାଇବାରେ ଲାଗିଥିଲେ। ସନ୍ଧେହ ହେବାରୁ ଜବାନ ମାନେ ସେମନଙ୍କୁ କାବୁ କରିବା ସହ ପଚରା ଉଚରା ବେଳେ ସେମାନେ ମାଓବାଦୀ ବୋଲି ଜାଣିବା ସହ ସେମାନଙ୍କ ନିକଟରୁ ଟିଫିନ ବୋମା ଓ ଅସ୍ତ୍ର ଶସ୍ତ୍ର ଜବତ ପରେ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।