Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଶହୀଦସ୍ମୃତି ଭବନରେ ମୟୂରଭଞ୍ଜ ଜିଲ୍ଲା ଟେଣ୍ଟ ହାଉସ ସଂଘର ୨୬ତମ ବାର୍ଷିକ ଉତ୍ସବ ପାଳିତ; ମତଦେଲେ ଜିଲ୍ଲା ସଭାପତି ଓ ନଗରପାଳ

Baripada M, Mayurbhanj | Aug 24, 2025
ରବିବାର ଦିନ ପ୍ରାୟ ୨ଟାରେ ବାରିପଦାର ଶହୀଦସ୍ମୃତି ଭବନ ଠାରେ ମୟୂରଭଞ୍ଜ ଜିଲ୍ଲା ଟେଣ୍ଟ ହାଉସ ସଂଘର ୨୬ ତମ ବାର୍ଷିକ ଉତ୍ସବ ସମଗ୍ର ଜିଲ୍ଲାର ଆଠ ଶହରୁ ଉର୍ଦ୍ଧ ଟେଣ୍ଟ ମାଲିକ ମାନଙ୍କ ସମାଗମରେ ପାଳିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ମୁଖ୍ୟ ଅତିଥି ଓ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଏନେଇ ସେଠାରେ ଜିଲ୍ଲା ସଭାପତି ପଙ୍କଜ ମହାନ୍ତି ଓ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି।
Read More News
T & CPrivacy PolicyContact Us