Download Now Banner

This browser does not support the video element.

ସୁକିନ୍ଦା: ସୁକିନ୍ଦା ଭାରତ ପେଟ୍ରୋଲ ପମ୍ପ ପାଖ ଜାତୀୟ ରାଜପଥରେ ଟ୍ରଲର ଦୁର୍ଘଟଣା, ଚାଳକ ଆହତ

Sukinda, Jajpur | Sep 5, 2025
ସୁକିନ୍ଦା ଭାରତ ପେଟ୍ରୋଲ ପମ୍ପ ପାଖ 53 ନଂ ଜାତୀୟ ରାଜପଥରେ ଟ୍ରଲର ଦୁର୍ଘଟଣାଗ୍ରସ୍ତ ଚାଳକ ଆହତ । ସୂଚନା ମୁତାବକ ଏକ ଟ୍ରଲର କଳିଙ୍ଗନଗର ସ୍ଥିତ ଏକ ଘରୋଇ କମ୍ପାନୀରେ ମାଲ ଆଲୋଡ କରି ମେରାମୁଣ୍ଡୁଲି ଅଭିମୁଖେ ଯାଉଥିବା ବେଳେ ସୁକିନ୍ଦା ଭାରତ ପେଟ୍ରୋଲ ପମ୍ପ ପାଖ 53 ନଂ ଜାତୀୟ ରାଜପଥରେ ଟ୍ରଲଟି ଭାରଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକ ଆହତ ହୋଇଥିବା ଶୁକ୍ରବାର ଦିବା 1 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us