Download Now Banner

This browser does not support the video element.

କେଗାଁଓ: ମହାଳିଙ୍ଗ ଗ୍ରାମ କୁ ଯିବା ମୁଖ୍ୟ ରାସ୍ତା ଆଣ୍ଠୁଏ ପାଣି ଅଭିଯୋଗ

Kegaon, Kalahandi | Aug 25, 2025
ମହାଳିଙ୍ଗ ଗ୍ରାମ କୁ ଯିବା ମୁଖ୍ୟ ରାସ୍ତା ଆଣ୍ଠୁଏ ପାଣି ଅଭିଯୋଗ ଆଜି 25ତାରିଖ ସୋମବାର ଅପରାହ୍ନ 4ଟାରେ ମହାଳିଙ୍ଗ ମୁଖ୍ୟ ରାସ୍ତା ରେ ଆଣ୍ଠୁଏ ପାଣି ଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ତେବେ ବାରମ୍ବାର ସ୍ଥାନୀୟ ପ୍ରଶାସନ କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ
Read More News
T & CPrivacy PolicyContact Us