Download Now Banner

This browser does not support the video element.

ନିମାପଡା: ଛିଟିକଣା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା, ମୃତକ ପରିବାରକୁ ଭେଟି ସମବେଦନା ଜଣାଇଲେ ରାଜ୍ୟ ବିଜେପି ମୁଖପାତ୍ର

Nimapada, Puri | Sep 4, 2025
ଗତକାଲି ସକାଳ ୮ଟାରେ ନିମାପଡା ବ୍ଲକ୍ ଅନ୍ତର୍ଗତ ଛିଟିକଣା ଗ୍ରାମର ପ୍ରଶାନ୍ତ ସ୍ୱାଇଁଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିଲା। ଆଜି ପୂର୍ବାହ୍ନ ୧୦ଟାରେ ରାଜ୍ୟ ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶ ଛିଟିକଣା ଗ୍ରାମରେ ପହଁଚି ମୃତକ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଡଗତି କାମନା କରିଥିଲେ।
Read More News
T & CPrivacy PolicyContact Us