Download Now Banner

This browser does not support the video element.

ଲଇକେରା: ସାଲେଟିକ୍ରାରୁ ୩୩ ବୋତଲ ବିୟର ଜବତ, ଜଣେ ଅଭିଯୁକ୍ତ ଗିରଫ

Laikera, Jharsuguda | May 11, 2024
ଝାରସୁଗୁଡା ଜିଲ୍ଲା ଲଇକେରା ଅବକାରୀ ବିଭାଗ ପକ୍ଷରୁ ଚଡାଉ କରାଯାଇ ଶୁକ୍ରବାର ରାତ୍ରି ୧୧ ଟା ୧୫ ସମୟରେ ଲଇକେରା ସାଲେଟିକ୍ରାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ସାଲେଟିକ୍ରା ଗ୍ରାମର ଜନତା ଜୟପୁରିଆଙ୍କ ଘରେ ଅବକାରୀ ବିଭାଗ ତରଫରୁ ଚଡାଉ କରି ୩୩ ବୋତଲ ବିୟର ଜବତ କରାଯାଇଛି। ଓଆଇସି ରତିକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଏହି ଚଡାଉ କରିଥିଲେ। ତେବେ ସାଧାରଣ ନିର୍ବାଚନକୁ ଦୃଷ୍ଟି ରେ ରଖି ଅବକାରୀ ବିଭାଗ ଓ ଲଇକେରା ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ବେଆଇନ ମଦ କାରବାର କୁ ନେଇ ଚଡାଉ କରାଯାଉଛି।
Read More News
T & CPrivacy PolicyContact Us