This browser does not support the video element.
ସୋନପୁର: ସୁବଳୟା ରେ 63 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଶହ ମହା ସପ୍ତମୀ ଏବଂ ମହାଷ୍ଟମୀ ପୂଜା ଅନୁଷ୍ଠିତ
Sonapur, Subarnapur (Sonepur) | Sep 29, 2025
ସୂଚନା ଅନୁସାରେ ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଧରାପୃଷ୍ଠାରେ ଜଗତ ଜନନୀ ଦୁର୍ଗତି ନାଶିନୀ ମାଁ ଦୁର୍ଗାଙ୍କ ଧାରା ବତରଣ ହୋଇଛି l ଏହି କ୍ରମରେ ମାଁ ଙ୍କ ଷୋଡସ ଉପଚାର ପୂଜାର୍ଚନା ନିମନ୍ତେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରରେ ଅପରାହ୍ନରେ କଳସ ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ବ୍ରତଧାରୀ ମାନେ ନିକଟସ୍ଥ ସୁରୁବାଲି ନଦୀକୁ ଯାଇ, ସେଠାରେ ରୀତି ନୀତି ଅନୁସାରେ ମାଁ ଗଙ୍ଗା ଦେବୀଙ୍କ ପୂଜାର୍ଚନା ପୂର୍ବକ ଜଳପୂର୍ଣ କଳସ ଆଣି ପୂଜା ମଣ