Download Now Banner

This browser does not support the video element.

ବଲାଙ୍ଗୀର: ଦେଓଗାଁ ବ୍ଲକ ଠାରେ ବ୍ଲକ ଲେଭେଲ୍ ଟାସ୍କ ଫୋର୍ସର ଡେ ଫର୍ ଚିଲ୍ଡ୍ରେନ୍ କମିଟି ବୈଠକ ଆୟୋଜିତ

Balangir, Balangir | Sep 9, 2025
ଦେଓଗାଁ ବ୍ଲକ ଠାରେ ବ୍ଲକ ଲେଭେଲ୍ ଟାସ୍କ ଫୋର୍ସର ଡେ ଫର୍ ଚିଲ୍ଡ୍ରେନ୍ କମିଟି ବୈଠକ ଆୟୋଜିତ ହୋଇଥିଲା। ମିଶନ୍ ଶକ୍ତି ଭବନ୍‌ରେ ହୋଇଥିବା ଏହି ବୈଠକରେ ଶିଶୁ ସୁରକ୍ଷା, ସୁସ୍ଥ୍ୟତା ଓ ଶିକ୍ଷାକୁ ନେଇ ବିଭିନ୍ନ ପଦକ୍ଷେପରେ ଆଲୋଚନା କରାଗଲା। ଅଧିକାରୀମାନେ ଓ ସମାଜକର୍ମୀମାନେ ଶିଶୁଙ୍କ ଉନ୍ନତି ପାଇଁ ସମୁହିକ ପ୍ରୟାସରେ ଜୋର ଦିଆ ଯାୟୀ ଥିଲା। ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ( ସିଡ଼ିପିଓ ,ଦେଓଗାଁ) ଶ୍ରୀମତୀ ମିନତୀ ମିଶ୍ର
Read More News
T & CPrivacy PolicyContact Us