This browser does not support the video element.
ବୌଦ୍ଧ ସଦର: ଧୂରମାଲ ଜଙ୍ଗଲରେ ଚାଲିଥିବା ମଦ ତିଆରି ଆଡାରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଚଢ଼ାଉ
Baudh Sadar, Boudh (Bauda) | Sep 2, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ସବଇନ ସ୍ପେକଟର ସତ୍ୟାନାରାୟନ ପ୍ରଧାନଙ୍କ ପ୍ରାପ୍ତ ସୂଚନା ଅନୁସାରେ l ଆଜୀ ମଧ୍ୟାନ୍ହ ପାଖପାଖି ୧୨.୩୦ ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଟିମ ବୌଦ୍ଧ ଥାନା ଅନ୍ତର୍ଗତ ଧୂରମାଲ ଜଙ୍ଗଲ ଭିରେ ବେଆନ ଦେଶି ମହୁଲି ମଦ ତିଆରି ହେଉଥିବା ନେଇ ଚଢ଼ାଉ କରିଥିଲା l ଏହି ଚଢ଼ାଉ ସମୟରେ ଆଶାମୀମାନେ ମାନେ ଫେରାର ହୋଇଯାଇଥିବା ବେଳେ l ଜଙ୍ଗଲ ଭିତରେ ଥିବା ୪୦୦କେଜି ମହୁଲ ପୋଚକୁ ଜବତ କାରୀ ୧୦୭/୨୫-୨୬ରେ ମାମଲା ରୁଜୁ କାରୀ,