This browser does not support the video element.
ନୂଆଗାଁ: ଆମ୍ବଝୋଳା ଗାଁ ନିକଟ ପୋଖରୀରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
Nuagaon, Ganjam | Sep 23, 2024
ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେ ନୂଆଗାଁ ପଂଚାୟତର ଆମ୍ବଝୋଳା ଗ୍ରାମ ପୋଖରୀରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିଥିଲେ l ତାଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଗାଧୋଇବାକୁ ଯାଇ ଗୋଡ଼ ଖସି ମୃତ୍ୟୁ ବରଣ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି l