Install App
arunkshadangi40
This browser does not support the video element.
ଜି ଉଦୟଗିରି: ପାରମ୍ପରିକ ଲୋକ କଳା ମାଧ୍ୟମ ରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପାଡାଙ୍ଗି ଠାରେ ଅନୁଷ୍ତ ଜି ଉଦୟଗିରି ବିଧାୟକ କଲେ ଉଦଘାଟନ
G Udayagiri, Kandhamal | Sep 11, 2025
ପାରମ୍ପରିକ ଲୋକ କଳା ମାଧ୍ୟମ ରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପାଡାଙ୍ଗି ଠାରେ ଅନୁଷ୍ଠିତ ହୋଇଅଛି. ଏହାକୁ ଜି ଉଦୟଗିରି ବିଧାୟକ ପ୍ରଫୁଲ କୁମାର ପ୍ରଧାନ ଉଦଘାଟନ କରିଥିଲେ. ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି.
Share
Read More News
T & C
Privacy Policy
Contact Us
Your browser does not support JavaScript!