Download Now Banner

This browser does not support the video element.

ନୂଆପଡା: ଜିଲ୍ଲା ସଦର ମହକୁମା ପାଣିଗ୍ରାହୀ ପେଟ୍ରୋଲ ପମ୍ପ ନିକଟରେ ଚିଦା ଟ୍ରକ୍ ସହ ବାଇକ୍ ଧକା ବାଇକ୍ ଆରୋହୀ ଗୁରୁତର ଜିଲ୍ଲାମୁଖ୍ୟଚିକିତ୍ସାଳୟରେଭର୍ତି

Nuapada, Nuapada | Sep 11, 2025
ଆଜି ରାତି ପ୍ରାୟ ଦଶଟା ସମୟରେ ନୂଆପଡ଼ା ଜିଲ୍ଲା ସଦର ମହକୁମା ପାଣିଗ୍ରାହୀ ପେଟ୍ରୋଲ ପମ୍ପ ନିକଟରେ ଜଣେ ବୃଦ୍ଧ ନିଜ ବାଇକ୍ ଯୋଗେ ଯାଉଥିଲା ବେଳେ ରାସ୍ତାକଡ ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ପିଟି ହୋଇଥିଲେ।ଫଳରେ ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିଲେ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Read More News
T & CPrivacy PolicyContact Us