Download Now Banner

This browser does not support the video element.

ହିନ୍ଦୋଳ: ଢେଙ୍କାନାଳର ବିଭିନ୍ନ ଉନୟନ ମୂଳକ କାର୍ଯ୍ୟକୁ ନେଇ ମିନି ଷ୍ଟାଡିୟମଠାରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା

Hindol, Dhenkanal | Aug 31, 2025
ସ୍ୱାୟତ ଶାସନ ଦିବସ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ଜିଲ୍ଲାରେ ଆଗକୁ କଣ ସବୁ ଉନ୍ନୟନ ମୂଳକ କାର୍ଯ୍ୟ ହେବ ତାହାକୁ ନେଇ ରବିବାରରାତି ୮ଟା୩୦ମିରେ ସହରସ୍ଥ ମିନି ଷ୍ଟାଡିୟମ ଠାରେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us