Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଅଲ ଓଡ଼ିଶା ଅଙ୍ଗନବାଡି ମହିଳା ୱାର୍କର ଆସୋସିଏସନର ସମସ୍ତ ମହିଳା ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ କଲେ ଅଭିଯୋଗ
Puri M, Puri | Aug 25, 2025
ଅଲ ଓଡିଶା ଅଙ୍ଗନବାଡି ମହିଳା ୱାର୍କର ଆସୋସିଏସନ ସମସ୍ତ ମହିଳା ମାନେ ନିଜର ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି l ମୁଖ୍ୟ ସମସ୍ୟା ଦରମା ଏବଂ ତା ସହିତ ଫେସ କ୍ୟାପଚର l ଫେସ କ୍ୟାପଚର ଏବେ ଆମକୁ କାଳ କରିଛି l ଗ୍ରାମାଞ୍ଚଳ ନେଟ ୱାର୍କ ର ସମସ୍ୟା ରହୁଛି l ବିଭିନ୍ନ ସମୟରେ ଅଫିସରୁ ଧମକ ମିଳୁଛି l ଆମର ମୁଖ୍ୟ ସମସ୍ୟା ହେଉଛି ଦରମା ବଢିବ l
Share
Read More News
T & C
Privacy Policy
Contact Us
Your browser does not support JavaScript!