Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ବରଳିନୀ ମାର୍କେଟ ରେ ବାଇକ ଦୁର୍ଘଟଣା ଜଣେ ଆହାତ. ବାଇକ ଚାଳକ କ୍ଷିପ୍ର ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ
Phulabani Town, Kandhamal | Aug 21, 2025
ବରଳିନୀ ମାର୍କେଟ ରେ ବାଇକ ଦୁର୍ଘଟଣା ଜଣେ ଆହାତ. ବାଇକ ଚାଳକ କ୍ଷିପ୍ର ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ. ସେଠାରେ ସେ ଆହାତ ହୋଇଥିଲେ. ସ୍ଥାନିୟ ଲୋକ ମାନେ ତାଙ୍କୁ ଉଦ୍ଧାର କରିଥିଲେ.
Share
Read More News
T & C
Privacy Policy
Contact Us
Your browser does not support JavaScript!