Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ପୀରହାଟ ଥାନା ବାମନବିନ୍ଧା ପଞ୍ଚାୟତ କାନପୁର ଗ୍ରାମରେ ମଧ୍ୟରାତ୍ରରେ ଘରେ ପଶି ଅସଦାଚରଣ ଅଭିଯୋଗ

Bhadrak Rural, Bhadrak | Aug 23, 2025
ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟ ଥାନା ବାମନ ବିନ୍ଧା ଗ୍ରାମ ପଞ୍ଚାୟତ କାନପୁର ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।ଗତ ୧୯ ତାରିଖ ମଧ୍ୟରାତ୍ରରେ କାନପୁର ଗ୍ରାମର ଜୈନିକା ମହିଳା ଙ୍କ ଘରର ଝରକା ଭାଙ୍ଗି ଘରେ ପଶି ଅସଦାଚରଣ କରିଥିବ ଅଭିଯୋଗ ପରେ ମଧ୍ୟ ପୀରହାଟ ପୋଲିସ କାହା ଚାପରେ ଟାଳଟୁଳ ନୀତି ଅବଲମ୍ବନ କରୁଛି, ଅଭିଯୁକ୍ତ ଘଟଣା ଘଟାଇ ଖୁଲମଖୁଲା ବାହାରେ ବୁଲୁଥିବା ବେଳେ ଜୈନିକା ଯୁବତୀ ଜଣଙ୍କୁ କୈାଣସି ନ୍ୟାୟ ମିଳିନାହିଁ,ଯଦି୭ ଦିନ ମଧ୍ୟରେ ନ୍ୟାୟ ନମିଳେ ଥାନା ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଆଜି ଦିନ ୪ ଘଟିକା ସମୟରେ ଚେତାବନୀ ଦେଇଛନ୍ତି।
Read More News
T & CPrivacy PolicyContact Us