This browser does not support the video element.
ଜି ଉଦୟଗିରି: ଦାରିଙ୍ଗବାଡି ଥାନା ଅଞ୍ଚଳରେ ବାଇକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ, ମୃତକ ହେଲେ ଗ୍ରୀନବାଡି ପଞ୍ଚାୟତ ଦାସିକେତା ଗ୍ରାମର ସୁରଙ୍ଗୀ ପ୍ରଧାନ
G Udayagiri, Kandhamal | Sep 11, 2025
ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ବାଇକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଉକ୍ତ ଥାନା ଗ୍ରୀନବାଡି ପଞ୍ଚାୟତ ଦାସିକେତା ଗ୍ରାମର ସୁରଙ୍ଗୀ ପ୍ରଧାନ ବୋଲି ଜଣ ଣାପଡିଛି ।ଚାଳକ ଜିତେନ୍ଦ୍ର ଦୁର୍ଘଟଣା ଘଟାଇଥିବା ବାଇକ ଏବଂ ଚାଳକ ଙ୍କୁ ଗ୍ରାମବାସୀ ଅଟକ ରଖୁଛନ୍ତି । । ପ୍ରକାଶ ଯେ, ବୃଦ୍ଧା ସୁରଙ୍ଗୀ ପ୍ରଧାନ ଗାଁରେ ରାସ୍ତା ପାର୍ ହୋଇ ତାଙ୍କ ଘର ରକୁ ଯାଉଥିଲେ। ଏହି ସମୟରେ ଦାରିଙ୍ଗବାଡି ଡି ପଟୁ ପର୍ତ୍ତମାହା ଅଭିମୁଖେ ଯାଉଥିବା ଏକ ବାଇକ ଦ୍ରୁତ ଗତିରେ ଆସି ସିଧା ସୁରଙ୍ଗୀଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।