This browser does not support the video element.
କବିସୂର୍ଯ୍ୟନଗର: ରାହାଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
Kabisuryanagar, Ganjam | Sep 28, 2025
ଷଣ୍ଢମୂଳ ପଂଚାୟତ ରାହାଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ହିଞ୍ଜିଳିକାଟୁ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ସାହୁ, ଅସ୍ତ୍ରୋପଚାର ବିଶେଷଜ୍ଞ ଡାକ୍ତର ତପନ ମଲ୍ଲ, ଖଲ୍ଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ର ଚକ୍ଷୁ ଡାକ୍ତର ପର୍ଶୁରାମ ବାରିକ, ରାହାଡା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ସାହୁ,ଆୟୁଷ ଡାକ୍ତର ମନୋଜ କୁମାର ସାହୁ ଫାର୍ମାସିଷ୍ଟ ପ୍ରକାଶ ଚନ୍ଦ୍ର ଗୌଡ଼ ଲାବୋରିଟେରୀ ଟେକନିସିଆନ ଶୁଭ୍ରାଂଶୁ ପଟ୍ଟନାୟକ, ସଂଯୋଜକ ସିମାଞ୍ଚଳ ବାରିକ ଙ୍କ ସହ ମେଡିକାଲ କର୍ମଚାରୀ ଉପସ୍ଥିତ ଥିଲେ ।