Install App
sushantpattnayak1983
This browser does not support the video element.
ଛତ୍ରପୁର: ଜଳ, ଜମି, ଜଙ୍ଗଲ ସୁରକ୍ଷା, ନିଯୁକ୍ତି ସହ ଜିଲ୍ଲାର ସାମୁହିକ ବିକାଶ ଦାବୀରେ ବ୍ରହ୍ମପୁର ପାର୍କ ସାହି ଠାରେ ସିପିଆଇର ସାମ୍ବାଦିକ ସମ୍ମିଳନୀ
Chhatrapur, Ganjam | Sep 1, 2025
ସୋମବାର ଅପରାହ୍ନ ୨ ଘଣ୍ଟା ସମୟରେ ବ୍ରହ୍ମପୁର ପାର୍କ ସାହି ଠାରେ ଥିବା ସିପିଆଇ କାର୍ଯ୍ୟାଳୟ ଠାରେ ସିପିଆଇ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଦୀର୍ଘଦିନର ଅବହେଳା, ବେକାରୀ ଓ ସମ୍ପଦର ଅପପ୍ରୟୋଗ ସମସ୍ୟା ସମାଧାନ ପାଇଁ ଜିଲ୍ଲାବ୍ୟାପୀ ଜନ ଆନ୍ଦୋଳନକୁ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!