Download Now Banner

This browser does not support the video element.

ବିରିଡି: ବିଜେଡି ଜଗତସିଂହପୁରସାଂସଦ ପ୍ରାର୍ଥୀଓ ତିର୍ତୋଲବିଧାୟକ ପ୍ରାର୍ଥୀ ବିରିଡି ରୁ ସନ୍ଧ୍ୟା ୫:୩୦ରେ ରୋଡ଼ଶୋରେ ବାହାରି ସାରଳା ମନ୍ଦିରରେ ପହଁଚିଲେ

Biridi, Jagatsinghpur | Apr 7, 2024
ଜଗତସିଂହପୁର ସାଂସଦ ପ୍ରାର୍ଥୀ ଡ଼ ରାଜଶ୍ରୀ ମଲ୍ଲିକ ଓ ତିର୍ତୋଲର ବିଧାୟକ ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇ ବିରିଡି ରୁ ଆଜି ସନ୍ଧ୍ୟା ୫:୩୦ରେ ଏକ ରୋଡ଼ଶୋରେ ବାହାରି ସାରଳା ମନ୍ଦିରରେ ପହଂଚି ଥିଲେ ଏହି କାର୍ଯ୍ୟକ୍ରମ ରେ ବହୁସଂଖ୍ୟାରେ କର୍ମୀ ସାମିଲ ହୋଇଥିଲେ
Read More News
T & CPrivacy PolicyContact Us