Download Now Banner

This browser does not support the video element.

ଦେବଗଡ: ଡିଆଇପିଆରଓ କାର୍ଯ୍ୟାଳୟ ସମ୍ମୁଖରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଶୁଭାରମ୍ଭ, ଦେବଗଡ ଜିଲ୍ଲାରୁ ୨୭ ଜଣଙ୍କର ଅଯୋଧ୍ୟା ବାରଣାସୀ ଯାତ୍ରା

Debagarh, Debagarh (Deogarh) | Oct 7, 2025
ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଦେବଗଡ ଜିଲ୍ଲାର ୨୭ ଜଣ ପୁରୁଷ ଓ ମହିଳା ଅଯୋଧ୍ୟା, ବାରଣାସୀ ଯାତ୍ରା ଆରମ୍ଭ କରିଛନ୍ତି । ଆଜି ସେମାନେ ବସ୍ ଯୋଗେ ସମ୍ବଲପୁର ଯାତ୍ରା କରିଥିବା ବେଳେ ସେଠାରେ ରାତ୍ରୀ ଯାପନ କରିବେ ଓ ଆସନ୍ତା କାଲି ଟ୍ରେନ ଯୋଗେ ଅଯୋଧ୍ୟା ବାରଣାସୀ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡିଛି । ଆଜି ଦିନ ପ୍ରାୟ ୩ ଟାରେ ଦେବଗଡ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବରିଷ୍ଠ ନାଗରିକଙ୍କ ତିର୍ଥଯାତ୍ରା ଶୁଭାରମ୍ଭ କରାଯାଇଥିଲା ।
Read More News
T & CPrivacy PolicyContact Us