Download Now Banner

This browser does not support the video element.

ବୀରମହାରାଜପୁର: ବିନିକା ବେଲପଡ଼ା ଛକରୁ କାର ସହ ଗଞ୍ଜେଇ ଜବତ, ଜଣେ ଯୁବତୀଙ୍କ ସମେତ ତିନିଜଣ ଗିରଫ

Biramaharajpur, Subarnapur (Sonepur) | Sep 8, 2025
ବିନିକା ବେଲପଡ଼ା ଛକରୁ କାର ସହ ଗଞ୍ଜେଇ ଜବତ, ଜଣେ ଯୁବତୀଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି ବିନିକା ପୋଲିସ l ତେବେ ଆଜି ପୂର୍ବାହ୍ନ ପ୍ରାୟ 10ଟା ସମୟରେ ବେଲପଦା ଛକ ଠାରେ ମଜିଷ୍ଟେଟନକ୍ ଉପସ୍ଥିତିରେ ଗଞ୍ଜେଇ ଓଜନ କଲାପରେ ଏକ କ୍ଵିଣ୍ଟାଲ 1କେଜି ଗଞ୍ଜେଇ ଥିବ ଜଣାପଡ଼ିଥିଲା l ସୂଚନା ଅନୁସାରେ ଏକ ନମ୍ୱର୍ ବିହୀନ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୋଲିସ ଥାନା ସମ୍ମୁଖରେ କରକୁ ଅଟକାଇଥିଲେ l ମାତ୍ର ଲାରଟି ପୋଲିସକୁ ଦେଖି ଦୃତ ଗତିରେ ଫେରାର ମାରିଥିଲା l ପୋଲିସ କାରର ପିଛା କରିବାରୁ ଅଭିଯୁକ୍ତ ମେନ କାର ଛାଡ଼ି ଦେଇ ଫେରାର ମାରିଥିଲେ l ମାତ୍ର ପୋଲିସ ତାଙ୍କର ପିଛା କରି ଜଣ
Read More News
T & CPrivacy PolicyContact Us