Install App
sushantpattnayak1983
This browser does not support the video element.
ଛତ୍ରପୁର: ନୋଳିଆ ନୁଆଁ ଗାଁ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପଡିଲା ତାଲା, ହୋଇ ପାରିଲାନି ଗଣେଷ ପୂଜା
Chhatrapur, Ganjam | Aug 27, 2025
ଶିକ୍ଷକ /ଶିକ୍ଷୟତ୍ରୀ ଓ କମିଟି ମଧ୍ୟ୍ୟରେ ବିବାଦରେ ବଳି ପଡିଲେ ନିରିହ ଛାତ୍ର /ଛାତ୍ରୀ।ସ୍କୁଲ ରେ ଝୁଲିଲା ତାଲା, ହୋଇ ପାରିଲା ନାହିଁ ଗଣେଷ ପୂଜା। ନିରାଶ ରେ ଫେରିଲେ ଛାତ୍ର /ଛାତ୍ରୀ ।ବୁଧବାର ପୂର୍ବାହ୍ନରେ ଏହିପରି ଘଟଣା ଛତ୍ରପୁର ବ୍ଲକ ନୋଳିଆ ନୁଆଁ ଗାଁ ସ୍ଥିତ ଉନ୍ନତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!