This browser does not support the video element.
ସୁକିନ୍ଦା: କଣ୍ଟାପାଳ ରାସ୍ତାରେ ବାଇକ ଦୁର୍ଘଟଣାରେ କେଶବ ପାତ୍ର ଗୁରୁତର
Sukinda, Jajpur | Sep 2, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ କଣ୍ଟାପାଳ ରାସ୍ତାରେ କେଶବ ପାତ୍ରଙ୍କ ବାଇକ ଚକା ମଧ୍ୟରେ ଏକ ବୁଲା କୁକୁର ପଶିଯିବା ଫଳରେ ବାଇକ ଦୁର୍ଘଟଣା ଘଟି କେଶବ ଗୁରୁତର ହୋଇଯାଇଥିଲେ । ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ସୋମବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।