Download Now Banner

This browser does not support the video element.

ଭଞ୍ଜନଗର: ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଭଞ୍ଜନଗର ଠାରେ ଗୃହରକ୍ଷୀ ପଦବୀ ପୂରଣ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ

Bhanjanagar, Ganjam | Sep 7, 2025
ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଭଞ୍ଜନଗର ଠାରେ ଗୃହରକ୍ଷୀ ପଦବୀ ପୂରଣ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହା ଆଜି ଦିନ 10 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବା ବେଳେ ବିଟେକ ଛାତ୍ର ମାନେ ମଧ୍ଯ ପରିକ୍ଷାରେ ଭାଗ ନେଇଥିବାର ଦେଖିବାକୁ ମିଳିଛି । ଏହା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବାର ଜଣାପଡିଛି । ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ପରୀକ୍ଷା ହୋଇଛି ।
Read More News
T & CPrivacy PolicyContact Us