Download Now Banner

This browser does not support the video element.

ଅତାବିରା: ଭେଡେନ ଚମାର ପଡାରେ ଜଣେ ନିଶା ବେପାରୀକୁ ଗିରଫ କରି କୋର୍ଟ ଚାଲଣା କଲା ପୋଲିସ

Attabira, Bargarh (Baragarh) | Sep 12, 2025
ଦୀପକ କୁମାର ସାହୁଙ୍କ ଅଭିଯୋଗ କ୍ରମେ ଭେଡେନ ପୋଲିସ ଟିମ ଚଢାଉ କରି ଗତକାଳି ଗୁରୁବାର ଦିନ ଭେଡେନ ଚମାର ପଡାର ସ୍ବର୍ଗତ ଲଲିତ କଲେତଙ୍କ ପୁଅ ଅନୁରୋଧ କଲେତ(୨୦)କୁ ଗିରଫ କରି ତାଂକ ଠାରୁ ୧୫ ବୋତଲ ଏସକପ୍ ସିରଫ,୧୦ ମିଲି ଗ୍ରାମର ନିଶା ଟେବଲେଟ ୧୫ଟି ଚା କଫ,ଗୋଟିଏ ପ୍ଲାଷ୍ଟିକ ବୋତଲରେ ୮୦୦ MLର କଫ ସିରଫ ଜବତ କରି କେଶ ନମ୍ବର ୨୧୬.U/s ୨ ୬୭/୨୭୭ ରେ ଆଜି ଶୁକ୍ରବାର ସନ୍ଦ୍ୟା ୬ଟାରେ କୋର୍ଟ ଚାଳଣା କରିଥିବା ଭେଡେନ ଥାନା ଅଧିକାରୀ ଶୁସାନ୍ତ ଦାସ ସୂଚନା ଦେଇଛନ୍ତି |
Read More News
T & CPrivacy PolicyContact Us