Download Now Banner

This browser does not support the video element.

ବୌଦ୍ଧ ସଦର: ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ ଜିଲ୍ଲାକୁ ପବନ ଓ ବିଜୁଳି ସହ ଘଡଘଡି ହେବା ନେଇ ୟେଲୋ ଆଲର୍ଟ ଜାରି

Baudh Sadar, Boudh (Bauda) | Aug 26, 2025
ଓଡ଼ିଶାରେ କିଛିଦିନ ହେବ ଜୋର ପବନ ଓ଼ ବିଜୁଳି ସହିତ ଘଡଘଡ଼ି ଲାଗିରହିଥିବା ବେଳେ l ବୌଦ୍ଧ ଜିଲ୍ଲାରେ ଆସନ୍ତାକାଲୀ ୨୭ତାରିଖ ବୁଧୁବାର ସକାଳ ୮.୩୦ ପଯ୍ୟନ୍ତ ଜୋର ପବନ ଓ଼ ବିଜୁଳି ସହିତ ଘଡଘଡ଼ି ହେବାର ସମ୍ଭାବନା ନେଇ ଜିଲ୍ଲାକୁ ଏଲୋ ୱାରନିଙ୍ଗ ଜାରି ହୋଇଛି l ଏନେଇ ଆଜି ମଧ୍ୟାନ୍ହ ୧୨ଟା ସମୟରେ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ବକ୍ଷରୁ ସୂଚନା ଜାରି କରାଯାଇଛି l ସୂଚନା ଅନୁସାରେ ଜିଲ୍ଲା ପାଇଁ ଏଲୋ ୱାରନିଙ୍ଗ ଥିବାରୁ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି
Read More News
T & CPrivacy PolicyContact Us