Download Now Banner

This browser does not support the video element.

ଧର୍ମଗଡ: କୋକସରା ରେ କଂଗ୍ରେସ ଦଳ ପକ୍ଷରୁ ସୃଜନ ସଙ୍ଗଠନ ଅଭିଯାନ ଓ ସାମ୍ବାଦିକ ସମ୍ମିଳନୀ

Dharamgarh, Kalahandi | Sep 6, 2025
କୋକସରା ଠାରେ ଶନିବାର ସକାଳ ୧୧ ଟା ରେ କଂଗ୍ରେସ ନେତୃତ୍ୱବୃନ୍ଦ ଙ୍କ ଦ୍ୱାରା ଆୟୋଜିତ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମରେ କିଭଳି କଂଗ୍ରେସ ସଂଗଠନ ତୃଣମୂଳ ସ୍ତରରେ ଅଧିକ କ୍ରିୟାଶୀଳ ହୋଇ ପାରିବ ସେନେଇ ଏଆଇସିସି ରୁ ଆସିଥିବା କଂଗ୍ରେସ ର ବରିଷ୍ଠ ନେତା ମୁସ୍ତାଫ ଭାଳି ଜି ଏକ ପ୍ରେସ ବିବୃତି ରେ କଂଗ୍ରେସ ଦଳ ର ଆଗାମୀ ରଣନୀତି ନେଇ ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us