Download Now Banner

This browser does not support the video element.

ଖୋର୍ଦ୍ଧା: ଶ୍ୟାମାସୁନ୍ଦରପୁର ଗାଁରୁ ବିରଳ ବିଶାଳ ଧଳା ନାଗ ଉଦ୍ଧାର

Khordha, Khordha | Sep 11, 2025
ଗୁରୁବାର ଦିନ ଏକ ଘରୁ ଏକ ବିରଳ ବିଶାଳ ଧଳା ନାଗକୁ ଉଦ୍ଧାର କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ଦାରୁଠେଙ୍ଗ ପଞ୍ଚାୟତ ଅନ୍ତର୍ଗତ ଶ୍ୟାମାସୁନ୍ଦରପୁର ଗାଁରେ ଏହି ବିରଳ ସାପଟି ଦେଖାଯାଇଥିଲା।ଆଜି ସକାଳେ ଭାସ୍କର ମୁଦୁଲିଙ୍କ ଘର ପଛପଟକୁ ଏହି ବିଶାଳ ସାପଟି ଖସି ପଡ଼ିଥିଲା ।ପରିବାର ସଦସ୍ୟମାନେ ପ୍ରଥମେ ସାପଟିକୁ ଦେଖି ଅନ୍ୟମାନଙ୍କୁ ସତର୍କ କରାଇଥିଲେ । ପଡ଼ୋଶୀ ଏବଂ ରାସ୍ତାରେ ଥିବା ଲୋକମାନେ ବିରଳ ସାପଟିକୁ ଦେଖିବା ପାଇଁ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ଭିଡ଼ ଦେଖି ବିଶାଳ ସାପଟି କୌଣସି ସ୍ଥାନରେ ନିଜକୁ ଲୁଚାଇବାକୁ ଚେଷ୍ଟା କରିଥିଲା
Read More News
T & CPrivacy PolicyContact Us