This browser does not support the video element.
ସୋନପୁର: ମୟୂରଉଡାଣ ଓ କରଲାଖମନ ଗ୍ରାମ ର ମିଳିତ ଉଦ୍ୟମ ରେ 26ତମ ଜିଲ୍ଲା ସ୍ତରୀୟ କୁଳତା ସମାଜ ର ନୂଆଖାଇ ଭେଟ
Sonapur, Subarnapur (Sonepur) | Sep 6, 2025
ଆଜି ମୟୂରଉଡାଣ ଓ କରଲାଖମନ ଗ୍ରାମ ର ମିଳିତ ଉଦ୍ୟମ ରେ 26ତମ ଜିଲ୍ଲା ସ୍ତରୀୟ କୁଳତା ସମାଜ ର ନୂଆଖାଇ ଭେଟ ଘାଟ ମହା ସାମରୋହରେ ଅନୁଷ୍ଠିତ ହୋଇଯାଇଛି |ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ଙ୍କ ଜୟ ଧ୍ୱନି ଓ ପୂଜାର୍ଚନା ପରେ ସଭା ଆରମ୍ଭ ହୋଇଥିଲା |ଗ୍ରାମ ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା |ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମୁରଲୀଧର ବିଶ୍ୱାଳ ଙ୍କ ଅଧ୍ୟକ୍ଷ୍ୟତା ରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବରେ ପୁଇଁତଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ପଧାନ, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଟାଇଲ ଭୋଇ ମୁଖ୍ୟ ବକ୍ତା ଭାବରେ ରାମପୁର