This browser does not support the video element.
ଭଟଲି: ଟୁକୁର୍ଲା ବିଜ୍ଞାନ କେନ୍ଦ୍ର ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଯୋଗଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ
Bhatli, Bargarh (Baragarh) | Sep 5, 2025
ଟୁକୁର୍ଲା ବିଜ୍ଞାନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଯୋଗଦେଲେ ଜିଲ୍ଲା ଶିକ୍ଷା ଅଧିକାରୀଭଟଲି ବ୍ଳକ ଟୁକୁର୍ଲା ବିଜ୍ଞାନ କେନ୍ଦ୍ର ଠାରେ ଆଜି ଦିନ ୧ଟା ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଅଵ ସରର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା।ଏଥିରେ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁ ଯୋଗଦାନ କରିଥିଲେ।ଏହି ସମାରୋହରେ ଭଟଲି ଅନ୍ତର୍ଗତ ନୂଆପାଲି ଗ୍ରାମର ସ୍ବର୍ଗତଃ ପଞ୍ଚାନନ ଦାଶ ଓ ସ୍ବର୍ଗତା ସୁବାସିନୀ ଦାଶଙ୍କ କନିଷ୍ଠପୁତ୍ର ପ୍ରଧାନ ଶିକ୍ଷକ ବିଭୂତ ଭୂଷଣ ଦାଶ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।