Download Now Banner

This browser does not support the video element.

ଦିଗପହଣ୍ଡି: ସର୍ପାଘାତରେ ଆମ୍ବଗାଁ ଗ୍ରାମର ଜଣେ ଗୁରୁତର, ମେଡ଼ିକାଲ ସ୍ଥାନାନ୍ତର

Digapahandi, Ganjam | Aug 4, 2024
ଆମ୍ବ ଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ସର୍ପା ଘାତରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ବାପିନି କୁମାର ସାହୁ ବୟସ ୪୨ ବର୍ଷ ତାଙ୍କ ଘର ଆମ୍ବ ଗାଁ ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ବାପିନୀ ସାହୁ ଘର ବାରଣ୍ଡାରେ ବସିଥିଲେ ହେଲେ ଏକ ସର୍ପ କେଉଁ ଆଡୁ ଆସି ତାଙ୍କୁ କାମୁଡି ଦେଇଥିଲା ଯାହାଫଳରେ ସେ ଚିତ୍କାର କରିବା ସହ ଗୁରୁତର ହୋଇଥିଲେ । ତେବେ ଚିତ୍କାର ଶୁଣି ଘର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଦିଗପହଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
Read More News
T & CPrivacy PolicyContact Us