Install App
arunkshadangi40
This browser does not support the video element.
ଜି ଉଦୟଗିରି: ମହିଳା ଜୀବିକା ସୁରକ୍ଷା ମଞ୍ଚ ଜି ଉଦୟଗିରି ବ୍ଲକ ଲୋକ ସଂଗଠନ ଦ୍ୱାରା ରଟିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆର ପଡିକିରେ ବୈଠକ ଅନୁଷ୍ଠିତ
G Udayagiri, Kandhamal | Sep 13, 2025
ମହିଳା ଜୀବିକା ସୁରକ୍ଷା ମଞ୍ଚ ଜି ଉଦୟଗିରି ବ୍ଲକ ଲୋକ ସଂଗଠନ ଦ୍ୱାରା ରଟିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆର ପଡିକି ଗ୍ରାମରେ ଗାଁ ବୈଠକ ଅନୁଷ୍ଠିତ ହୋଇଛି l ଗାଁର ବିଭିନ୍ନ ସମସ୍ୟା ଚିହ୍ନଟ କରି ସମାଧାନ ଉପରେ ଆଲୋଚନା କରାଗଲା l ଏହା କୁ ସାମାଜିକ ଗଣମାଧ୍ୟମ 'X' ଦ୍ୱାରା ସମାଧାନ କରିବା ପାଇଁ ନିଷ୍ପତ୍ତି ନିଆଗଲା l ଏହାଶହ ଦ୍ୱିତୀୟ ଫସଲ ଉପରେ ଆଲୋଚନା କରାଗଲା ତତ ସହ ବିହନ ଅଦଳ ବଦଳ ପାଇଁ ବିବରଣୀ ଲେଖାହୋଇଥିଲା.
Share
Read More News
T & C
Privacy Policy
Contact Us
Your browser does not support JavaScript!