This browser does not support the video element.
ସୋନପୁର: ବରଡ଼ାକଟା ରେ ମାଁ ମହେଶ୍ୱରୀଙ୍କ ପବିତ୍ର ବାଡ଼ିଯାତ୍ରା ଅନୁଷ୍ଠିତ
Sonapur, Subarnapur (Sonepur) | Sep 29, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ୩ ଘଣ୍ଟା ସମୟରୁ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ପଂଚାୟତ ର ବରଡ଼ାକଟା ରେ ମା ମାହେଶ୍ୱରୀ ଙ୍କ ବଡ଼ିଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସକାଳୁ ମା ଙ୍କ ରୀତିନୀତି ଅନୁସାରେ ପୂଜାର୍ଚନା ପରେ ଗ୍ରାମ ପରିକ୍ରମା କରାଯାଇଥିଲା,ଏହା ପରେ ବୁରୁବୁଡ଼ା, ଋଜୁମୁଣ୍ଡା ଗ୍ରାମ ରେ ମାହେଶ୍ୱରୀ ବିଜେ କରିଥିଲେ l ବିଳମ୍ବିତ ରାତ୍ରି ରେ ମାଁ ମହାରଶ୍ବରୀଙ୍କ ଗମ୍ଭୀରାବିଜେ ସହ ଭାଇଜୁଏନ୍ତିଆ ଓଷା ପାଳନର ସୂଚନା ମିଳିଛି l ପୂଜକ ଭାବରେ ବଳରାମ ପଣ୍ଡା, ଗାଁ ଗୌନ୍ତିଆ ଶିବ ନାରାୟଣ ମିଶ